Back

ଅଧ୍ୟଶନ


  1. Adhyaṡana (ସଂ.ବି.) - ଅଜୀର୍ଣ୍ଣରେ ଭୋଜନ; ଭୋଜନ ଉପରେ ଭୋଜନ; ଖାଦ୍ୟଦ୍ରବ୍ୟ ଜୀର୍ଣ୍ଣ ନ ହେଉଣୁ ପୁଣି ଭୋଜନ Eating too soon after a meal.

  2. ଅତି ଭୋଜନ Excessive eating; over-feeding.