Back

ଅଧ୍ୟା


  1. Adhyā (ଗ୍ରା.ବି.) - ଅଧ୍ୟାୟ; ଗ୍ରନ୍ଥର ପରିଛେଦ  Chapter of a book.

  2. (ସଂ.) ଅଧ୍ୟୟନ; ପଠନ  Reading.

  3. ଦେବତାଙ୍କ ନିକଟରେ ଅଭୀଷ୍ଟ ସିଦ୍ଧି ପାଇଁ ଉପବାସ କରି ପଡ଼ିରହିବା; ଧାରଣା Act of lying prostrate before a deity while observing a fast to obtain one's wish.

  4. ଖଜୁରି ରସ ବା ତାଡ଼ି ପଶିବା ଛୋଟ ମାଠିଆ; ଅଧିଆ Small jar for toddy.