Back

ଅଧ୍ୟାତ୍ମ


  1. Adhyātma (ସଂ.ବି.) - ପରମାତ୍ମା; ପରଂବ୍ରହ୍ମ The Supreme Spirit.

  2. କାର୍ଯ୍ୟପ୍ରବର୍ତ୍ତକ ଆତ୍ମା The soul as an agent of an action.

  3. (ସଂ.ବିଣ.) - ଆତ୍ମାସମ୍ବନ୍ଧୀୟ Relating to the soul; spiritual.

  4. ସ୍ୱକୀୟ; ନିଜର Own; belonging to self.

  5. ବ୍ୟକ୍ତିଗତ Concerning an individual.

  6. ପରମାତ୍ମାର ଜୀବାତ୍ମରୂପରେ ଆବିର୍ଭାବ The manifestation of the Supreme Soul as an individual self.

  7. ଆତ୍ମାକୁ ଅଧିକାର କରି; ଆତ୍ମା ବିଷୟରେ Concerning the soul.

  8. ବ୍ୟକ୍ତିଗତ ଭାବରେ Personally; individually.

  9. ନିଜ ବିଷୟରେ Concerning self.