Back

ଅକାତକାତ

Also [ ଅକାତ ]




  1. Akātakāta  (ଦେ. ବିଣ.) - ଅଗାଧ; ଅତି ଗଭୀର; ଯେଉଁ ଗଭୀର ଜଳର ତଳକୁ ଡଙ୍ଗାର କାତ ପାଏ ନାହିଁ Fathomless; very deep. 

  2. ଯାହାର ଗଭୀରତା ଅମାପ Unfathomable.