Back

ଅଧ୍ୟାବହନ


  1. Adhyābahana (ସଂ.ବି.) - ଝିଅ ବଢ଼ିଲା ପରେ ପ୍ରଥମେ ଶାଶୁଘରକୁ ଯିବା; ପହିଲିପାଳି ଯିବା; ଝିଅ ଭାର ଘେନି ଶାଶୁଘରକୁ ଯିବା The first journey of a married girl to her husband's home after attaining puberty.




  • ଅଧ୍ୟାବାହନ/ଅଧ୍ୟାବାହନିକ




  1. (ସ.ବିଣ) ଅଧ୍ୟାବାହନ ସମ୍ବନ୍ଧୀୟ  Relating to a girl's first journey to her husband's home after puberty.

  2. କନ୍ୟା ବାପଘରୁ ଶାଶୁଘରକୁ ପହଲିପାଳି ଗଲାବେଳେ ବାପଘରୁ ଓ ବନ୍ଧୁବାନ୍ଧବମାନଙ୍କଠାରୁ କନ୍ୟାକୁ ଯେଉଁ ଧନ ମିଳେ। ଏହା ଏକ ପ୍ରକାର ସ୍ତ୍ରୀ ଧନ ଅଟେ A kind of woman's special property according to Hindu law consisting of what is given to her by her parents and relations on the occasion of her first journey to her husband's home after attaining puberty.