Back

ଅଧ୍ୟାୟ


  1. Adhyāya (ସଂ.ବି.) - ଗ୍ରନ୍ଥର ପରିଚ୍ଛେଦ; ସର୍ଗ Chapter of a book.

  2. ପାଠ ପଢ଼ିବାର ଉପଯୁକ୍ତ ସମୟ Proper time for reading or for a lesson.

  3. ଗ୍ରନ୍ଥର ପାଠ; ଯେଉଁ ଅଂଶକୁ ଛାତ୍ର ଥରକେ ପଢ଼ି ପାରିବ A lesson.

  4. ଆବୃତ୍ତି କରାଯିବା ବା ବୋଲାଯିବା ସ୍ତୋତ୍ର Hymn which is recited.

  5. ଅଧ୍ୟୟନ Reading; study.

  6. ବେଦାଧ୍ୟୟନ Study of the Vedas.

  7. (ସମାସରେ ଅନ୍ୟ ଶବ୍ଦ ସଙ୍ଗେ ଯୁକ୍ତ, ଯଥା - ବେଦାଧ୍ୟାୟ, ମନ୍ତ୍ରାଧ୍ୟାୟ) ଯେ ଅଧ୍ୟୟନ କରେ ବା ପଢ଼େ A reader.



 [ ଦ୍ର ]  ଏକ ସମୟରେ ପଢ଼ାଯିବା ପାଇଁ ଅଭିପ୍ରେତ ଗ୍ରନ୍ଥର ଭିନ୍ନ ଭିନ୍ନ ଅଂଶକୁ ଅଧ୍ୟାୟ, ସର୍ଗ, ବର୍ଗ, ପରିଚ୍ଛେଦ, ଉଦ୍‌ଘାତ, ଅଙ୍କ, ସଂଗ୍ରହ, ଉଚ୍ଛ୍ୱାସ, ପରିବର୍ତ୍ତ, ପଟଳ, କାଣ୍ଡ, ମାନନ, ପ୍ରକରଣ, ପର୍ବ, ଉଲ୍ଲାସ, ସ୍ଥାନ; ଆହ୍ନିକ, ସ୍କନ୍ଧ ଇତ୍ୟାଦି ବୋଲାଯାଏ।