Back

ଅଧ୍ୟାରୋପ

Also : [ ଅଧ୍ୟାରୋପଣ ]




  1. Adhyāropa (ସଂ.ବି.) - ଉପରକୁ ଉଠାଇବା Raising; elevating.

  2. ଭ୍ରାନ୍ତଜ୍ଞାନ Erroneous knowledge.

  3. ମଞ୍ଜି ବୁଣିବା Sowing.

  4. (ବେଦାନ୍ତଦର୍ଶନ) ଏକ ପଦାର୍ଥରେ ଭୁଲକ୍ରମେ ଅନ୍ୟ ପଦାର୍ଥର କଳ୍ପନା Wrong attribution erroneously attributing the properties of one thing to another. (ଯଥା - ରଜ୍ଜୁ ଦେଖି ତାହା ସର୍ପ ଥିବାର ଭୁଲରେ ବିଚାରିଲା ପରି ଜଡ଼ ଜଗତ୍କୁ ଦେଖି ତାହା ଭୁଲରେ ବ୍ରହ୍ମ ବା ଈଶ୍ୱର ବୋଲି କଳ୍ପନା କରିବା।




  • ଅଧ୍ୟାରୋପିତ - (ବିଣ)