Back

ଅଧ୍ୟାରୋହଣ


  1. Adhyārohaṇa (ସଂ.ବି.) - ଉପରକୁ ଚଢ଼ିବା Mounting up; ascending.

  2. ଉନ୍ନତି; ଉପରକୁ ଉଠିବା Elevation.

  3. ଉତ୍କୃଷ୍ଟତା Superiority.

  4. ଆଧିକ୍ୟ Excess.




  • ଅଦଧ୍ୟାରୂଢ଼ - (ବିଣ)