Back

ଅକାତରେ

Also [ ଅକାତରରେ ]




  1. Akātare (ଦେ. କ୍ରି. ବିଣ.) - ନିଃସନ୍ଦେହରୂପେ Unhesitatingly; without hesitation.

  2. ନିଃଶଙ୍କଚିତ୍ତରେ Fearlessly; without fear. ପ୍ରେମେ ବଶ ହୋଇ କେତେ ରସବତୀ / ଅକାତରେ ଜଳେ ଅନଳେ ପଶନ୍ତି। ରାଧାନାଥ, ନନ୍ଦିକେଶ୍ୱରୀ। 

  3. ଅବ୍ୟାକୁଳିତଚିତ୍ତରେ Freely; at ease.

  4. କାର୍ପଣ୍ୟରହିତରୂପେ (ଦାନ କରିବା) Liberally.

  5. ଅନାୟାସରେ Easily.