Back

ଅଧ୍ୟାହରଣ

Also : [ ଅଧ୍ୟାହରଣୀୟ, ଅଧ୍ୟାହର୍ତ୍ତବ୍ୟ, ଅଧ୍ୟାହୃତ, ଅଧ୍ୟାହାର ]




  1. Adhyāharaṇa (ସଂ.ବି.) - ଊହ; ରଚନାରେ କୌଣସି ବାକ୍ୟ ଊହ୍ୟ କରିବା  Ellipsis; a gap left in a composition.

  2. ଊହ୍ୟ ବାକ୍ୟର ପୂରଣ Supplying of an ellipsis.

  3. ଅନୁମାନ; ତର୍କଣା Supposition; inference; conjecture. 




  • ଅଧ୍ୟାହୃତ - (ବିଣ)