Back

ଅକାନବିନ୍ଧି

Also [ (ଅବିଦ୍ଧକର୍ଣ୍ଣୀ, ଅକାନବିନ୍ଦି, ଅକାନବିନ୍ଦୁ, ଅକାନମିନି ]




  1. Akānabindhi (ଦେ.ବି.) - ଔଷଧରେ ବ୍ୟବହୃତ ଗୁଳୁଚି ପରି ଲମ୍ବ ଓ ଗୁଳୁଚିଠାରୁ ସରୁ ଲତା ବିଶେଷ A kind of medicinal creeper; cissampelos pareira; Stephania hernandifolia; cissampelox hexandra.