Back

ଅକାବକା

Also : [ ଅକ୍କାବକ୍କା ]




  1. Akābakā  (ଦେ.ବିଣ.) - ନିର୍ବୋଧ; ବୋକା; ଓଲୁ Foolish.

  2. ନିର୍ବୋଧ ଓ ମୂକ Foolish and dumb. 

  3. କିଂକର୍ତ୍ତବ୍ୟବିମୂଢ଼; ଘାବରା Astounded; bewildered. 

  4. ଅବାକ୍  Made speechless.

  5. ଆଶ୍ଚର୍ଯ୍ୟାନ୍ୱିତ Astonished.