Back

ଅନକୂଳ


  1. Anakuḻa (ଗ୍ରା.ବି.) - (ସଂ. ଅନୁକୂଳ) ଯାତ୍ରା ଓ ମଙ୍ଗଳ କାର୍ଯ୍ୟ ଆରମ୍ଭ କରିବାପାଇଁ ଜ୍ୟୋତିଷ ମତରେ ଶୁଭ ମୁହୂର୍ତ୍ତ  Propitious time for beginning work or starting for a place.

  2. ଆରମ୍ଭ Beginning.

  3. ଯାତ୍ରାରମ୍ଭ Beginning of a journey; a start.