Back

ଅନକ୍ଷର


  1. Anakshara (ସଂ.ବିଣ.) - ଅବ୍ୟକ୍ତ କହିବାର ଅଯୋଗ୍ୟ  Unfit to be uttered (M.W.) unspeakeble.

  2. ଅକ୍ଷର ଉଚ୍ଚାରଣ କରିବାକୁ ଅସମର୍ଥ Unable to articulate a syllable.

  3. ମୂକ Mute; dumb.

  4. ନିରକ୍ଷର; ମୂର୍ଖ Unlettered

  5. (ସଂ.ବି.) - ତିରସ୍କାର ବାକ୍ୟ Abusive language.

  6. ଅବକ୍ତବ୍ୟ ବଚନ Unspeakable words.

  7. ଗାଳି Censure; abuse.

  8. ନିନ୍ଦା Blame.

  9. (ଦେ.ବିଣ.) - ଅକ୍ଷୟ Indestructible.