Back

ଅନଗ୍ନି


  1. Anagni (ସଂ.ବି.) - ଅଗ୍ନିଛଡ଼ା ଅନ୍ୟବସ୍ତୁ Non-fire; a substance other than fire.

  2. ଅଗ୍ନିର ଆଭାବ Absence of fire.

  3. (ସଂ.ବିଣ.) - ଅଗ୍ନିହୀନ Fireless.

  4. ଯାହାର ଅଗ୍ନିର ଆବଶ୍ୟକତା ନାହିଁNot requiring fire.

  5. ଯେ ଗୃହରେ ଯଜ୍ଞାଗ୍ନି ରକ୍ଷା କରେ ନାହିଁ Not maintaining the sacrificial fire at home.

  6. ଯେ ନିଆଁ ବ୍ୟବହାର କରେ ନାହିଁ Not using the fire.

  7. ଜୀର୍ଣ୍ଣଶକ୍ତିରହିତ Dyspeptic.

  8. ଅବିବାହିତ Unmarried.

  9. ଅଧାର୍ମିକ Irreligious.

  10. ଯାହାର ଶବ ଦାହ ହୁଏ ନାହିଁ Unremated.