Back

ଅନଗ୍ନିଦଗ୍ଧ


  1. Anagnidagdha (ସଂ.ବିଣ.) - (ଅଗ୍ନିଦଗ୍ଧ) ଯାହାର ଶବ ଅଗ୍ନିଦଗ୍ଧ ହୋଇ ନ ଥାଏ  Uncremated.

  2. (ସଂ.ବି.) - ପିତୃଲୋକବିଶେଷ; ଯେଉଁମାନଙ୍କର ଶ୍ମଶାନପ୍ରାପ୍ତି ହୋଇ ନାହିଁ A class of nanes (Apte).