Back

ଅନଙ୍ଗକ୍ରୀଡ଼ା


  1. Anaṅgakrīṟḍ̠ā (ସଂ.ବି.) -  (ମଧ୍ୟପଦଲୋପୀ; ଅନଙ୍ଗ ସମ୍ବନ୍ଧୀୟ କ୍ରୀଡ଼ା) କାମକ୍ରୀଡ଼ା; ରତି; ମୈଥୁନ Coition; amorous sport.

  2. ସଂସ୍କୃତ ଛନ୍ଦୋବିଶେଷ; ଏଥିରେ ୧ମ ପାଦରେ ୧୬ଟି ଦୀର୍ଘ ଓ ୨ୟ ପାଦରେ ୩୨ ଟି ହ୍ରସ୍ୱ ଅକ୍ଷର ଥାଏ Name of a Sanscrit metre of two lines.