Back

ଅନଙ୍ଗପୀଡ଼ା

Anaṅgapiṟḍ̠ā (ସଂ.ବିଣ.) - (ମଧ୍ୟପଦଲୋପୀ; ଅଙ୍ଗନ+ପୀଡ଼ା) କାମଜ ଖେଦ; କାମୋଦ୍ରେକଜନିତ ଦୁଃଖ; କାମ ପ୍ରବୃତ୍ତି ଚରିତାର୍ଥ ନ ହେବାରୁ ଯେଉଁ ମାନସିକ ଅଶାନ୍ତି ଓ ଶାରୀରିକ କଷ୍ଟ ଅନୁଭୂତ ହୁଏ Uneasiness due to one's passions not being satisfied.