Back

ଅନତିବିଳମ୍ବିତା


  1. Anatibiḻambitā (ସଂ.ବିଣ.) - ବିଳମ୍ବର ଅଭାବ; ଡେରି ନ ହେବା  Absence of delay (Apte).

  2. ବାଗ୍ମିତା; ଗଡ଼ ଗଡ଼ କରି ବକ୍ତୃତା କରିବା ଶକ୍ତି; ବକ୍ତାର ଗୁଣବିଶେଷ Fluency as a speaker's qualification.