Back

ଅନଧିକ


  1. Anadhika (ସଂ.ବିଣ.)ଅଳ୍ପ; ସାମାନ୍ୟ Little; Slight.

  2. (ବହୁବ୍ରୀହି; ଯାହାଠାରୁ ଅଧିକ କେହି ନାହିଁ)  ଯାହାଠାରୁ କେହି ଉତ୍କୃଷ୍ଟ ନାହିଁ Not superior.

  3. ଅସୀମ Boundless.

  4. ସମ୍ପୂର୍ଣ୍ଣ; ସମଗ୍ର Perfect.

  5. ଯାହା ବଢ଼ାଯାଇ ନ ପାରେ  Incapable of being increased.

  6. ଯାହାକୁ କେହି ବଳି ଯାଇ ପାରିବ ନାହିଁ Not to be excelled.