Back

ଅନଧିକାରଚର୍ଚ୍ଚା


  1. Anadhikāracharchchā (ସଂ.ବି.) - ଅଧିକାର ବା ଅଭିଜ୍ଞତା ନ ଥିବା ବିଷୟରେ ଚର୍ଚ୍ଚା ବା ଆଲୋଚନା Dealing with a matter in which one has no experience.

  2. ବିନା ସମ୍ପର୍କରେ ଆଲୋଚନା Officiousness.

  3. ବଳେ ପଶି ପର ବିଷୟର ଚର୍ଚ୍ଚା Unjustificable interference; intermeddling with the affairs of others.