Back

ଅନଧିକୃତ


  1. Anadhikṛutta (ସଂ.ବିଣ.) - ଅଧିକାରୀରୂପେ ଭାରପ୍ରାପ୍ତ ହୋଇ ନ ଥିବା Not placed in charge of.

  2. ଦଖଲ କରାଯାଇ ନ ଥିବା Not possessed.

  3. ଉତ୍ତରଧିକାରୀରୂପେ ପ୍ରାପ୍ତ ହୋଇ ନ ଥିବା Not inherited.

  4. ଦାବୀ କରାଯାଇ ନ ଥିବା  Unclaimed.

  5. ଅନିଯୁକ୍ତ; ମୁକରର କରାଯାଇ ନ ଥିବା Not appointed.