Back

ଅନଧିଗତ


  1. Anadhigata (ସଂ.ବିଣ.) - ଅପ୍ରାପ୍ତ Not obtained; not attained. (ଯଥା - ଅନଧିଗତ ମନୋରଥ।)

  2. ନ ଅର୍ଜିତ Not acquired.

  3. ଅଜ୍ଞତା; ଅବିଦିତ Unknown.

  4. ଅପଠିତ Unread; unlearnt. (ଯଥା - ଅନଧିଗତ ଶାସ୍ତ୍ର)

  5. ଯେଉଁ ସ୍ଥାନରେ ପହଞ୍ଚାଯାଇ ନ ଥାଏ Not reached (place)