Back

ଅନଧୀନ


  1. Anadhīna (ସଂ.ବିଣ.)ସ୍ୱାଧୀନ Independent.

  2. ଯେ ପରାଧୀନ ନୁହେଁ  Not subject or subservient to anybody else.

  3. (ସଂ.ବି.)ଯେଉଁ ବଢ଼େଇ ଅନ୍ୟ ଲୋକ ଅଧୀନରେ ବା ଅନ୍ୟର ଘରେ କାମ ନ କରି ନିଜେ ଆପଣା ଘରେ କାରଖାନା କରି କାମ କରେ; କୋଟତକ୍ଷ  A carpenter who works on his own account.




  • ଅନଧୀନା - (ସ୍ତ୍ରୀ)