Back

ଅନଧ୍ୟୟନ ତିଥି

Also : [ ଅନଧ୍ୟାୟ ତିଥି ]




  1. Anadhyayana tithi (ସଂ.ବି.)ଯେଉଁ ତିଥିରେ ପାଠ ପଢ଼ିବା ନିଷିଦ୍ଧ; (ଯଥା - ଅଷ୍ଟମୀ, ପୂର୍ଣ୍ଣିମା, ଚତୁର୍ଦ୍ଦଶୀ  ଓ ଅମାବାସ୍ୟା) Particular days on which it is forbidden to read. (ମନୁ 4 -113)