Back

ଅନଧ୍ୟୟନ ଦ୍ବିତୀୟା


  1. Anadhyayana dwitīyā (ସଂ.ବି.) - (ଯେଉଁ ଦ୍ୱିତୀୟା ଦିନ ପାଠ ପଢ଼ା ନିଷଦ୍ଧ) ମାର୍ଗଶୀର ମାସର କୃଷ୍ଣପକ୍ଷ ଦ୍ୱିତୀୟା The 2nd day of the dark-fortnight of the month of Mārgaṡīra.