Back

ଅନନୁକରଣୀୟ


  1. Ananukaraṇīya (ସଂ.ବିଣ.)ଯାହାକୁ କେହି ଅନୁକରଣ କରି ନ ପାରେ Inimitable.

  2. ଯାହା ଅନୁକରଣ କରିବା ଅନୁଚିତ Not fit to be imitated or followed.