Back

ଅନନୁଗୁଣତା


  1. Annanuguṇatā (ସଂ.ବି.)ରଚନାରେ ଶବ୍ଦଦୋଷବିଶେଷ; ବାକ୍ୟରେ ରସପ୍ରତିକୂଳ ବର୍ଣ୍ଣପ୍ରୟୋଗ A defect in composition. (ଯଥା - କରିଛୁ ଖର୍ବ ସୁପର୍ବ ପର୍ବସୁଧାଂଶୁମୁଖୀଗଣଙ୍କ ଗର୍ବ ସର୍ବାଂସହାରେ କେ ରହିବ ମାନି - କୁଳମଣି ଦାଶ।)