Back

ଅନନୁଜ୍ଞାତ


  1. Ananujn̄āta (ସଂ.ବିଣ.)ଯାହା ଅନୁଜ୍ଞାତ ହୋଇ ନ ଥାଏ; ଯହିଁଙ୍କର ଅନୁମତି ମିଳି ନ ଥାଏ Not permitted.

  2. ଅନାଦିଷ୍ଟ; ଅନାହୂତ; ଅନନୁରୁଦ୍ଧ Unasked.

  3. ଅସ୍ୱୀକୃତ Denied.