Back

ଅନନୁମତ


  1. Ananumata (ସଂ.ବିଣ.)ଯାହା ମତ ଅନୁଯାୟୀ ନୁହେ; ଇଚ୍ଛାବିରୁଦ୍ଧ Against one's wish.

  2. ନ ଅନୁମୋଦିତ  Disapproved; not liked.

  3. ଅନୁପଯୁକ୍ତ Unfit.