Back

ଅକାମ୍ୟ


  1. Akāmya (ସଂ.ବିଣ.)  -  କାମନାବିରହିତ (କର୍ମ); ଫଳପ୍ରାପ୍ତିର ଆଶା ନ ରଖି ଅନୁଷ୍ଠିତ (କର୍ମ) (act) Done without any ulterior motive. 

  2. ନିଃସ୍ୱାର୍ଥ (କର୍ମ) Unselfish (act).

  3. ଅନଭିଳଷଣୀୟ Undesirable.

  4. ଅନଭିପ୍ରେତ Not intended.