Back

ଅନନ୍ତବିଜୟ


  1. Anantabijaya (ସଂ.ବି.) - (ଯାହାର ଧ୍ୱନିଦ୍ୱାରା ଅନନ୍ତ ବା ବିଷ୍ଣୁ ବଶୀଭୂତ ହୁଅନ୍ତି) ଯୁଧିଷ୍ଠିରଙ୍କ ଶଙ୍ଖ The conch blown by j̄udhishṭhira.

  2. ଶ୍ରେଷ୍ଠ ଶଙ୍ଖ (ଯେଉଁ ଶଙ୍ଖ ଅଗଣିତ ଲୋକଙ୍କୁ ବଶୀଭୂତ କରେ) An excellent conch.