Back

ଅନନ୍ତବ୍ରତ


  1. Anantabrata (ସଂ.ବି.)ଅନନ୍ତ ଚତୁର୍ଦ୍ଦଶୀ ଦିନ ପାଳିତ ବ୍ରତ A religious vow observed on the Ananta chaturddaṡī day.

  2. ଅନନ୍ତ ବ୍ରତ ପାଳନ କରିବା ବ୍ୟକ୍ତି ଯେଉଁ ସୂତ୍ର ବାହୁରେ ଧାରଣ କରେ (ଏଥିରେ ୧୪ଟି ଗଣ୍ଠି ପଡ଼ିଥାଏ) The thread tied round the arm of a person observing the vow of Anantabrata.

  3. ବାହୁରେ ପିନ୍ଧାଯିବା ବଳୟାକାର ଅଳଙ୍କାର Armlet.




  • ଅନନ୍ତବ୍ରତ ଉଦ୍ୟାପନା (ଉଜୁଆଁ) Anantabrata udyāpanā (ସଂ.ବି.) - ଅନନ୍ତଚତୁର୍ଦ୍ଦଶୀ ବ୍ରତ ବାର ବର୍ଷ ପାଳନକରିବା ପରେ ତହିଁର ଉଦ୍ୟାପନାରୂପ ଉତ୍ସବ The ceremony of consummating the observance of the Anantabrata vow after a continuous observance for twelve years.

  • ଅନନ୍ତବ୍ରତସେବା Anantabratasebā (ସଂ.ବି.) - ଅନନ୍ତବ୍ରତ ପାଳିଥିବା ବ୍ୟକ୍ତି ବ୍ରତ ଉଦ୍ୟାପନା କରିବା ପର୍ଯ୍ୟନ୍ତ ପ୍ରତିଦିନ ସ୍ନାନାନ୍ତେ ଅନନ୍ତବ୍ରତ ସୂତ୍ରକୁ ଗଣ୍ଡୁଷେ ଜଳରେ ବୁଡ଼ାଇ ଉକ୍ତ ପାଦୁକ ଜଳକୁ ପିଇବା Act of sipping a little water after dipping the Anantabrata thread in it every day.