Back

ଅକାର


  1. Akāra (ସଂ.ବି.) - 'ଅ' ଅକ୍ଷର; ଅ ବର୍ଣ୍ଣ; ଆଦ୍ୟସ୍ୱରବର୍ଣ୍ଣ The letter ଅ (A).

  2. 'ଅ' ସ୍ୱରର ଧ୍ୱନି The sound of the letter ଅ (A).

  3. ଲୁପ୍ତ ଅକାର; ଖଣ୍ଡ ଅକାର ଯଥା -ଽ The sign indicating the presence of silent ଅ (A).

  4. (ଦେ.ବି.) - [ ଧ୍ୱନ୍ୟନୁକରଣ—ବମନ କଲାବେଳେ ବା ବମନୋପକ୍ରମ ହେଲେ କଣ୍ଠରୁ 'ଅ' 'ଅ' ଧ୍ୱନି ବାହାରିବାରୁ; କିମ୍ବା ସଂ. ଉଦ୍‌ଗାର ] ବମନ; ବାନ୍ତି Vomiting.

  5. ବମନୋପକ୍ରମ Tendency of vomiting.