Back

ଅନନ୍ତମୁଖୀ


  1. Anantamukhī (ଦେ.ବି.) - ବହୁଲୋକ ଏକତ୍ର ମିଳି ସମଗ୍ର ଓଡ଼ିଆ ଭାଗବତ ଏକଦିନ ମଧ୍ୟରେ ପାଠ କରି ଶେଷ କରିବା ପରେ ସଂକୀର୍ତ୍ତନ ଓ ବ୍ରାହ୍ମଣଭୋଜନାଦି ଉତ୍ସବ The ceremony of reading the whole of the Oṟḍ̲iā Bhāgabata in the course of a day and chanting hymns and feeding Brāhmaṇs.