Back

ଅନନ୍ତଶୟନ


  1. Anantaṡayana  (ସଂ.ବି.)ମହାପ୍ରଳୟକାଳରେ ବିଷ୍ଣୁଙ୍କର ଅନନ୍ତ ବା ଶେଷନାଗ ଉପରେ ଶୟନ The sleeping of Bishṇu on the Ananta serpent during the great deluge.

  2. ତ୍ରିବାଙ୍କୋଡ଼ Travancore.

  3. ଶ୍ରୀରଙ୍ଗପତ୍ତନ Ṡrīraṅgapattana.