Back

ଅନନ୍ୟଗତିକ


  1. Ananyagatika (ସଂ.ବିଣ.) - ଯାହାର ଅନ୍ୟ ଗତି ନାହିଁ; ନିରୂପାୟ; ନାଚାର Having no other alternative or resourse.

  2. ନିରାଶ୍ରୟ Helpless.




  • ଅନନ୍ୟଗତିକା - (ସ୍ତ୍ରୀ)