Back

ଅନନ୍ୟଚିତ୍ତ

Also : [ ଅନନ୍ୟଚେତା ]




  1. Ananyachitta (ସଂ.ବି.) - ପୂର୍ଣ୍ଣ ମନୋଯୋଗ  Undivided attention.

  2. ଏକାଗ୍ରତା Concentration of mind.

  3. (ସଂ.ବିଣ.) - ଯେ ଏକମାତ୍ର ବିଷୟ ପ୍ରତି ମନ ଦେଇଥାଏ  Giving one's undivided attention to a matter.




  • ଅନନ୍ୟଚିତ୍ତା - (ସ୍ତ୍ରୀ)