Back

ଅନନ୍ୟଦୃଷ୍ଟି


  1. Ananyadṛusti (ସଂ.ବି.) - ଲକ୍ଷ୍ୟ ବିଷୟ ଛଡ଼ା ଅନ୍ୟ ଆଡ଼କୁ ପଡ଼ୁ ନ ଥିବା ଦୁଷ୍ଟି; ଏକଦୃଷ୍ଟି Steadfast or intent gaze; staring at one thing only.

  2. (ସଂ.ବିଣ.) - ଯାହାର ଏକ ପଦାର୍ଥ ଛଡ଼ା ଅନ୍ୟ ପ୍ରତି ଦୃଷ୍ଟି ନାହିଁ  Gazing intently on one thing only.