Back

ଅନନ୍ୟଦେବ


  1. Ananyadeba (ସଂ.ବିଣ.) - ଏକ ଦେବ ଛଡ଼ା ଯାହାର ଅନ୍ୟ ଉପାସ୍ୟ ଦେବ ନାହିଁ Having no other God to worship.

  2. ଯାହା ଛଡ଼ା ଉତ୍କୃଷ୍ଟ ଦେବ କେହି ନାହିଁ Having no other superior Deity.

  3. (ସଂ.ବି.) - ପରମାତ୍ମା; ପରମବ୍ରହ୍ମ; ପରମେଶ୍ୱର The supreme Being.