Back

ଅନନ୍ୟାଶ୍ରିତ


  1. Ananyāṡrita (ସଂ.ବିଣ.) - ସ୍ୱାଧୀନ  Independent.

  2. ଯେ ଅନ୍ୟକୁ ଆଶ୍ରା କରି ନାହିଁ  No having resorted to another.

  3. (ସଂ.ବି.) -  (ସ୍ମୃତି) ଯେଉଁ ସମ୍ପତ୍ତି ଦାୟଗ୍ରସ୍ତ ବା ଆବଦ୍ଧ ନୁହେ; ଅନ୍ୟ କାହାଠାରେ ବନ୍ଧା ଛନ୍ଦା ନ ଥିବା  (law) Unencumbered property.