Back

ଅନବସ୍ଥିତ


  1. Anabasthita (ସଂ.ବିଣ.) - ଚଞ୍ଚଳ; ଅସ୍ଥିର Restless.

  2. ଅଠିକଣା; ଅବ୍ୟବସ୍ଥିତ Fickle; unstable; unsteady.

  3. ଅନିଶ୍ଚିତ Unsettled.

  4. ମନ୍ଦ ଆଚରଣବିଶିଷ୍ଟ Loose in conduct.




  • ଅନବସ୍ଥିତା - (ସ୍ତ୍ରୀ)