Back

ଅନଭ୍ରବୃଷ୍ଟି


  1. Anabhrabṛushṭi (ସଂ.ବି.) - (କର୍ମଧା; ପୂର୍ବରୁ ମେଘ ନ ଉଠାଇ ହଠାତ୍ ବର୍ଷା ହେବା) (ଲକ୍ଷଣାର୍ଥ) ଅପ୍ରତ୍ୟାଶିତ ପ୍ରାପ୍ତି Unexpected acquisition.