Back

ଅନମ୍ବର


  1. Anambara (ସଂ.ବିଣ.) - (ସ୍ତ୍ରୀ) ବସ୍ତ୍ରହୀନ; ଯେ ଲୁଗା ପିନ୍ଧି ନ ଥାଏ; ନଗ୍ନ; ଦିଗମ୍ବର Naked; unclothed.

  2. ଫୁଙ୍ଗା Bare.

  3. ଆବରଣହୀନ Without covering.

  4. (ସଂ.ବି.) - ନଗ୍ନ କ୍ଷପଣକ; ବୌଦ୍ଧ ଯତିବିଶେଷ A class of naked Buddhist mendicants.

  5. ଆକାଶ The sky.




  •  [ ଦ୍ର ]  ଅମ୍ବରର ଅର୍ଥ ଆକାଶ; ଅନମ୍ବରରେ ଅର୍ଥ ଆକାଶ]