Back

ଅନୟ


  1. Anaya (ସଂ.ବି.) - ମନ୍ଦ ବନ୍ଦୋବସ୍ତ Bad management.

  2. ମନ୍ଦ ଆଚରଣ Bad conduct.

  3. ଦୁର୍ନୀତି Immorality.

  4. ମନ୍ଦ ନୀତି Bad policy.

  5. ଦୁର୍ଭାଗ୍ୟ Misfortune.

  6. ମନ୍ଦ ପଥ Evil course.

  7. (ସଂ.ବିଣ.) - ନୀତିଶୂନ୍ୟ Immoral.

  8. ଦୁର୍ଭାଗା Unfortunate.




  • ଅନୟା - (ସ୍ତ୍ରୀ)