Back

ଅନର୍ଗଳ

Also : [ ଅନରଗଳ ]




  1. Anargaḻa (ସଂ.ବିଣ.) - ବାଧାରହିତ Unhindered; free from obstruction.

  2. ମଝିରେ ମଝିରେ ବନ୍ଦ ହେଉ ନ ଥିବା; ଅବିରାମ Uninterrupted.

  3. ନିରଙ୍କୁଶ Unfettered.

  4. ଅପ୍ରତିବନ୍ଧ Unrestrained.

  5. ସ୍ୱେଚ୍ଛାଚାରୀ  Licentious.

  6. ସ୍ୱାଧୀନ Free; independent.

  7. ଯହିଁରେ କିଳିଣୀ ନ ଥାଏ  Having no bar.

  8. (ଗ୍ରା.ବିଣ.) - ଅତି ଦୃଢ଼ Very strong.

  9. ଅବିଶ୍ରାନ୍ତଭାବରେ  Uninterruptedly.

  10. ଗଡ଼ ଗଡ଼ କରି (କହିବା) Very fluently. (ଯଥା - ବକ୍ତା ଅନରଗଳ କହି ଯାଉଥାନ୍ତି; ଆମେ ତାଙ୍କ ଆଡ଼କୁ ବଲ ବଲ କରି ଚାହିଁଥାଉଁ)




  • ଅନର୍ଗଳା - (ସ୍ତ୍ରୀ)