Back

ଅନର୍ଥ


  1. Anartha (ସଂ.ବି.) - ମନ୍ଦ; ଅନିଷ୍ଟ; ଅଶୁଭ Evil; injury.

  2. କ୍ଷତି Damage.

  3. ଅସୁବିଧା Inconvenience.

  4. ଅକାମିକା ବସ୍ତୁ Worthless or useless object.

  5. ଅପ୍ରତ୍ୟାଶିତ ମନ୍ଦ ଘଟନା Dissappointing occurrence.

  6. ଅପ୍ରୟୋଜନ Want of use or necessity.

  7. (ଦେ.ବି.) - ବିବାଦ Dispute.

  8. କଳିକଜିଆ Quarrel.

  9. ଅଯୋଗ୍ୟ Worthless.

  10. ଅପ୍ରୟୋଜନୀୟ; ବେଦରକାରୀ; ଅକାମିକା; ବୃଥା Useless; unnecessary.

  11. ନିରର୍ଥକ; ଅର୍ଥହୀନ Having no meaning; nonsensical.

  12. ଯାହାର ଅମୁକ ଅର୍ଥ ନ ହୋଇ ଆଉ ଗୋଟିଏ ଅର୍ଥ ଥାଏ Having not that (but another) meaning.

  13. ଯାହା ମନ୍ଦ ଫଳ ବା ଅଶୁଭ ଜାତ କରେ  Producing evil or misfortune.

  14. ଅଲାଭକରUnprofitable.

  15. ଦୁର୍ଭାଗା Unfortunate.