Back

ଅନଳଦ


  1. Anaḻada (ସଂ.ବିଣ.) - ଅଗ୍ନିଦ; ଯେ ନିଆଁ ଲଗାଏ; ଘରପୋଡ଼ିଆ  Incendiary; one who sets fire to house etc.

  2. ଯେ ନିଆଁକୁ ନିଭାଏ Quenching fire.

  3. ଯେ ଉତ୍ତାପକୁ କମାଏ Reducing heat.

  4. (ଯାହା ଅନଳ ବା ତାପକୁ ଛେଦନ କରେ ବା ଦୂର କରେ) ଜଳ Water.




  • ଅନଳଦା - (ସ୍ତ୍ରୀ)