Back

ଅନଳପ୍ରଭା


  1. Anaḻaprabhā (ସଂ.ବିଣ.) - ଅନଳପ୍ରଭର ସ୍ତ୍ରୀଲିଙ୍ଗ Feminine or Anaḻaprabha

  2. (ସଂ.ବି.) - ବିଦ୍ୟୁତ୍ Lightning.

  3. ଜ୍ୟୋତିଷ୍ମତୀ ଲତା; ଫୁଟିଫୁଟିକା ଗୁଳ୍ମ A phosphorescent plant; Hali cacabum Cardiospermum.

  4. (ଷଷ୍ଠୀ ତତ୍) ଅଗ୍ନିର ଆଭା ବା ତେଜ Radiance of fire.