Back

ଅନଶନ


  1. Anaṡana (ସଂ.ବି.) - ନ ଖାଇବା; ଅଭୋଜନ Starvation.

  2. ଉପବାସ Fasting.

  3. ପର ଉପରେ ଦାଉ ସାଧିବା ପାଇଁ ଆତ୍ମହତ୍ୟା କରିବା ଉଦ୍ଦେଶ୍ୟରେ ଓପାସ ରହିବା Fasting as a form of suicide from vindictive motives.

  4. (ସଂ.ବିଣ.) - ନିରାହାର Starved.

  5. ଉପବାସୀ Fasting.

  6. ଖାଉ ନ ଥିବା Not eating.




  • ଅନଶନା - (ସ୍ତ୍ରୀ)

  • ଅନଶନତା - (ବି)